14/03/2025
#ଉଡ଼ୁଛି_ନାଲି_ଗୋଲାପି_ଅବିର...
#ଘଣ୍ଟ_ଘଣ୍ଟାରେ_କଂପୁଛି_ମେଳଣ_ପଡ଼ିଆ
କଥାରେ ଅଛି, 'ଓଳକଣା ମେଲଣ ,ଆଳିରାଜା ଝୁଲଣ , ଅସୁରେଶ୍ବର ରାମନବମୀ, ପୁରସ୍ତମ ଚନ୍ଦନ'। ଏହି ଉକ୍ତିଟି ହିଁ ଏହି ମେଳଣର ପ୍ରସିଦ୍ଧିକୁ ସାବ୍ୟସ୍ତ କରେ। ଭକ୍ତମାନଙ୍କ ସହିତ ଭଗବାନଙ୍କ ଫଗୁ ଖେଳର ଅପୂର୍ବ ପର୍ବ ବହନ କରୁଥିବା ଏପରି ମେଳଣ ରାଜ୍ୟରେ ନିଆରା।
#ଉଡ଼ୁଛି_ନାଲି_ଗୋଲାପି_ଅବିର... #ଘଣ୍ଟ_ଘଣ୍ଟାରେ_କଂପୁଛି_ମେଳଣ_ପଡ଼ିଆକଥାରେ ଅଛି, 'ଓଳକଣା ମେଲଣ ,ଆଳିରାଜା ଝୁଲଣ , ଅସୁରେଶ୍ବର ରାମନବମୀ, ପୁର....