10/03/2019
ଆଜି ଷଢଙ୍ଗୀ ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣରେ ଆମ ଦେଶ ତଥା ରାଜ୍ୟର ଗର୍ବ ଗୌରବ ଶହୀଦ୍ ତୁଷାର
ବରାଳଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହେଉଅଛି। ତେଣୁ ଆପଣମାନଙ୍କୁ ବିନୀତ ଅନୁରୋଧ, ଉକ୍ତ ଉତ୍ସବରେ ବିପୁଳ ସଂଖ୍ୟାରେ ଯୋଗ ଦେଇ ,ଉତ୍ସବକୁ ସାଫଲ୍ୟ ମଣ୍ଡିତ କରନ୍ତୁ।