Kapilash Festival

Kapilash Festival Contact information, map and directions, contact form, opening hours, services, ratings, photos, videos and announcements from Kapilash Festival, Performance & Event Venue, Dhenkanal.

Registration Link:- https://forms.gle/Zj662u9oPXrpz1cd6  of Kapilash Festival 2025 at Gopabandhu Town Hall, Ganesha Baza...
16/11/2025

Registration Link:-
https://forms.gle/Zj662u9oPXrpz1cd6
of Kapilash Festival 2025 at Gopabandhu Town Hall, Ganesha Bazar, Dhenkanal
Time-10.00am Onwards.
Daate- 15.11.2025( Saturday )
Micromedia Awareness
#କପିଳାସ_ମହୋତ୍ସବ

 #କପିଳାସ_ମହୋତ୍ସବ   Registration Link:- https://forms.gle/Zj662u9oPXrpz1cd6👆Click 👉Open and👆 Submitପ୍ରତିବର୍ଷ ଭଳି ଚଳିତ ବର୍...
13/11/2025

#କପିଳାସ_ମହୋତ୍ସବ
Registration Link:-
https://forms.gle/Zj662u9oPXrpz1cd6
👆Click 👉Open and👆 Submit
ପ୍ରତିବର୍ଷ ଭଳି ଚଳିତ ବର୍ଷ ଆମ୍ଭ ମାଇକ୍ରୋମିଡ଼ିଆ ଆୱାରନେସ୍ ଅନୁଷ୍ଠାନର ୨୬ତମ ପ୍ରତିଷ୍ଠା ସହିତ ୨୩ ତମ ବାର୍ଷିକ ଉତ୍ସବ ତଥା କପିଳାସ ମହୋତ୍ସବ ୨୦୨୫ ଚଳିତ ମାସର ୧୪,୧୫ ଏବଂ ୧୬ତାରିଖ ତିନିଦିନ ଗୋପବନ୍ଧୁ ଟାଉନ ହଲରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ପ୍ରତ୍ୟେହ ସଂଧ୍ୟାରେ ପୁରସ୍କାର ବିତରଣ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ । ଆପଣ ନିଶ୍ଚିତ ଆସିବେ ଓ ଆମ୍ଭଙ୍କୁ ଉତ୍ସାହିତ କରିବା ହେବେ । ଆପଣଙ୍କ ଅପେକ୍ଷାରେ ।। ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଥିଲେ ଉପରେ ଦିଆଯାଇଥିବା Link Open କରି ପଞ୍ଜିକୃତ କରନ୍ତୁ ଓ ସମସ୍ତ ସୂଚନା ସେଥିରେ ଉପଲବ୍ଧ ରହିଛି ।।
ଆପଣଙ୍କର
କପିଳାସ ମହୋତ୍ସବ କମିଟି ଓ
ମାଇକ୍ରୋମିଡ଼ିଆ ଆୱାରନେସ୍
9861540440, 9090060360





Programme Details ! Date wise !

 #ରକ୍ତଦାନ_ଶିବିର  #ସ୍ୱାଗତଂ  #ରକ୍ତଦାନ_ମହତଦାନ_ଜୀବନଦାନ  #କପିଳାସ_ମହୋତ୍ସବ  ପ୍ରତିବର୍ଷ ଭଳି ଚଳିତ ବର୍ଷ ଆମ୍ଭ ମାଇକ୍ରୋମିଡ଼ିଆ ଆୱାରନେସ୍...
12/11/2025

#ରକ୍ତଦାନ_ଶିବିର #ସ୍ୱାଗତଂ #ରକ୍ତଦାନ_ମହତଦାନ_ଜୀବନଦାନ #କପିଳାସ_ମହୋତ୍ସବ

ପ୍ରତିବର୍ଷ ଭଳି ଚଳିତ ବର୍ଷ ଆମ୍ଭ ମାଇକ୍ରୋମିଡ଼ିଆ ଆୱାରନେସ୍ ଅନୁଷ୍ଠାନର ୨୬ତମ ପ୍ରତିଷ୍ଠା ସହିତ ୨୩ ତମ ବାର୍ଷିକ ଉତ୍ସବ ତଥା କପିଳାସ ମହୋତ୍ସବ ୨୦୨୫ ଚଳିତ ମାସ ନଭେମ୍ବର ୫ ତାରିଖରେ କପିଳାସ ପୀଠରେ ଶୁଭ ଉଦ୍‌ଘାଟିତ ହେବା ସହ ପର୍ବତାରୋହଣ କାର୍ଯ୍ୟକ୍ରମ ଏବଂ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା କାଲି ୧୩ ତାରିଖରେ ବୃକ୍ଷରୋପଣ ତଥା ମା’ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ରକ୍ତଦାନ ଶିବିର ଢେଙ୍କାନାଳ ମୂଖ୍ୟ ଚିକିତ୍ସାଳୟ ସ୍ଥିତ ରାଜ୍ୟ ରକ୍ତଭଣ୍ଡାର ପରିସରରେ ସକାଳ ୧୦ଘଟିକାରେ ଶୁଭାରମ୍ଭ ହେବ । ଚଳିତ ମାସର ୧୪,୧୫ ଏବଂ ୧୬ତାରିଖ ତିନିଦିନ ଗୋପବନ୍ଧୁ ଟାଉନ ହଲରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ପ୍ରତ୍ୟେହ ସଂଧ୍ୟାରେ ପୁରସ୍କାର ବିତରଣ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ । ଆପଣ ନିଶ୍ଚିତ ଆସିବେ ଓ ଆମ୍ଭଙ୍କୁ ଉତ୍ସାହିତ କରିବା ହେବେ । ଆପଣଙ୍କ ଅପେକ୍ଷାରେ ।।

ଆପଣଙ୍କର
କପିଳାସ ମହୋତ୍ସବ କମିଟି ଓ
ମାଇକ୍ରୋମିଡ଼ିଆ ଆୱାରନେସ୍
9437197944, 9090060360




 #ବୃକ୍ଷ_ପରୋପଣ_କାର୍ଯ୍ୟକ୍ରମ  #ସ୍ୱାଗତଂ  #ମା_ପାଇଁ_ଗଛ_ଟିଏ  #କପିଳାସ_ମହୋତ୍ସବ   ପ୍ରତିବର୍ଷ ଭଳି ଚଳିତ ବର୍ଷ ଆମ୍ଭ ମାଇକ୍ରୋମିଡ଼ିଆ ଆୱାରନ...
12/11/2025

#ବୃକ୍ଷ_ପରୋପଣ_କାର୍ଯ୍ୟକ୍ରମ #ସ୍ୱାଗତଂ #ମା_ପାଇଁ_ଗଛ_ଟିଏ #କପିଳାସ_ମହୋତ୍ସବ

ପ୍ରତିବର୍ଷ ଭଳି ଚଳିତ ବର୍ଷ ଆମ୍ଭ ମାଇକ୍ରୋମିଡ଼ିଆ ଆୱାରନେସ୍ ଅନୁଷ୍ଠାନର ୨୬ତମ ପ୍ରତିଷ୍ଠା ସହିତ ୨୩ ତମ ବାର୍ଷିକ ଉତ୍ସବ ତଥା କପିଳାସ ମହୋତ୍ସବ ୨୦୨୫ ଚଳିତ ମାସ ନଭେମ୍ବର ୫ ତାରିଖରେ କପିଳାସ ପୀଠରେ ଶୁଭ ଉଦ୍‌ଘାଟିତ ହେବା ସହ ପର୍ବତାରୋହଣ କାର୍ଯ୍ୟକ୍ରମ ଏବଂ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା କାଲି ୧୩ ତାରିଖରେ ବୃକ୍ଷରୋପଣ ତଥା ମା’ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ମହିଷାପାଟ ସ୍ଥିତ ଅନନ୍ତନଗରରେ ସକାଳ ୯ ଘଟିକାରେ
ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ରକ୍ତଦାନ ଶିବିର ଢେଙ୍କାନାଳ ମୂଖ୍ୟ ଚିକିତ୍ସାଳୟ ସ୍ଥିତ ରାଜ୍ୟ ରକ୍ତଭଣ୍ଡାର ପରିସରରେ ସକାଳ ୧୦ଘଟିକାରେ ଶୁଭାରମ୍ଭ ହେବ । ଚଳିତ ମାସର ୧୪,୧୫ ଏବଂ ୧୬ତାରିଖ ତିନିଦିନ ଗୋପବନ୍ଧୁ ଟାଉନ ହଲରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ପ୍ରତ୍ୟେହ ସଂଧ୍ୟାରେ ପୁରସ୍କାର ବିତରଣ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ । ଆପଣ ନିଶ୍ଚିତ ଆସିବେ ଓ ଆମ୍ଭଙ୍କୁ ଉତ୍ସାହିତ କରିବା ହେବେ । ଆପଣଙ୍କ ଅପେକ୍ଷାରେ ।।

ଆପଣଙ୍କର
କପିଳାସ ମହୋତ୍ସବ କମିଟି ଓ
ମାଇକ୍ରୋମିଡ଼ିଆ ଆୱାରନେସ୍
9437197944, 9090060360




 #ସ୍ୱାଗତଂ କପିଳାସ ମହୋତ୍ସବ ୨୦୨୫ରଶୁଭାରମ୍ଭ ଉତ୍ସବ, ଜୟ ଢେଙ୍କାନାଳ ଜୟ ବାବା ଚନ୍ଦ୍ରଶେଖର ।।
05/11/2025

#ସ୍ୱାଗତଂ କପିଳାସ ମହୋତ୍ସବ ୨୦୨୫ର
ଶୁଭାରମ୍ଭ ଉତ୍ସବ, ଜୟ ଢେଙ୍କାନାଳ ଜୟ ବାବା ଚନ୍ଦ୍ରଶେଖର ।।

 #ସ୍ୱାଗତଂ Welcome to all !ନମସ୍କାର, ପ୍ରତିବର୍ଷ ଭଳି ଚଳିତ ବର୍ଷ ଆମ୍ଭ ମାଇକ୍ରୋମିଡ଼ିଆ ଆୱାରନେସ୍ ଅନୁଷ୍ଠାନର ୨୬ତମ ପ୍ରତିଷ୍ଠା ସହିତ ୨୩ ...
03/11/2025

#ସ୍ୱାଗତଂ Welcome to all !
ନମସ୍କାର,
ପ୍ରତିବର୍ଷ ଭଳି ଚଳିତ ବର୍ଷ ଆମ୍ଭ ମାଇକ୍ରୋମିଡ଼ିଆ ଆୱାରନେସ୍ ଅନୁଷ୍ଠାନର ୨୬ତମ ପ୍ରତିଷ୍ଠା ସହିତ ୨୩ ତମ ବାର୍ଷିକ ଉତ୍ସବ ତଥା କପିଳାସ ମହୋତ୍ସବ ୨୦୨୫ ଚଳିତ ମାସ ନଭେମ୍ବର ୫ ତାରିଖ ସକାଳ ୯ ଘଟିକା ସମୟରେ କପିଳାସ ପୀଠରେ ଶୁଭ ଉଦ୍‌ଘାଟନ ହେବା ସହ ପର୍ବତାରୋହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ପରେ ଭଜନ ସମାରୋହ ଅନୁଷ୍ଠିତ ହେବ । ୧୪,୧୫ ଏବଂ ୧୬ତାରିଖ ଦୁଇଦିନ ଗୋପବନ୍ଧୁ ଟାଉନ ହଲରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ପ୍ରତ୍ୟେହ ସଂଧ୍ୟାରେ ପୁରସ୍କାର ବିତରଣ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ । ଆପଣ ନିଶ୍ଚିତ ଆସିବେ ଓ ଆମ୍ଭଙ୍କୁ ଉତ୍ସାହିତ କରିବା ହେବେ । ଆପଣଙ୍କ ଅପେକ୍ଷାରେ ।।

ଆପଣଙ୍କର
କପିଳାସ ମହୋତ୍ସବ କମିଟି ଓ
ମାଇକ୍ରୋମିଡ଼ିଆ ଆୱାରନେସ୍
9437197944, 9090060360




03/11/2025
କପିଳାସ ମହୋତ୍ସବରେ ସାମିଲ ହେବା ପାଇଁ ଇ-ପଞ୍ଜିକରଣ ପତ୍ର !Registration For   All Events.   Open the  https://surveyheart.com/for...
13/11/2024

କପିଳାସ ମହୋତ୍ସବରେ ସାମିଲ ହେବା ପାଇଁ ଇ-ପଞ୍ଜିକରଣ ପତ୍ର !
Registration For All Events. Open the

https://surveyheart.com/form/6734d1c35ea9df173a0d7774

Contact- 9861540440,9090060360
Thanking You
Jai Shree Chandrasekhar 🙏🏻
#ସ୍ୱାଗତଂ

ପ୍ରତିଯୋଗିତା ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଆବେଦନ ପତ୍ର ! Application form for Activities and Competition ! Micromedia Awareness's 22nd Annual Function cm Rajya Stariya “Prativa Chayana & Prativa Sanmman 2024...

 #ସ୍ୱାଗତଂ  ାରୋହ_କାର୍ଯ୍ୟକ୍ରମ  Welcome to all !ନମସ୍କାର, ପ୍ରତିବର୍ଷ ଭଳି ଚଳିତ ବର୍ଷ ଆମ୍ଭ ମାଇକ୍ରୋମିଡ଼ିଆ ଆୱାରନେସ୍ ଅନୁଷ୍ଠାନର ୨୨ ତ...
09/11/2024

#ସ୍ୱାଗତଂ ାରୋହ_କାର୍ଯ୍ୟକ୍ରମ
Welcome to all !
ନମସ୍କାର,
ପ୍ରତିବର୍ଷ ଭଳି ଚଳିତ ବର୍ଷ ଆମ୍ଭ ମାଇକ୍ରୋମିଡ଼ିଆ ଆୱାରନେସ୍ ଅନୁଷ୍ଠାନର ୨୨ ତମ ବାର୍ଷିକ ଉତ୍ସବ ତଥା କପିଳାସ ମହୋତ୍ସବ ୨୦୨୪ ଚଳିତ ମାସ ନଭେମ୍ବର ୧୫ ତାରିଖ ସକାଳ ୯ ଘଟିକା ସମୟରେ କପିଳାସ ପୀଠରେ ଶୁଭ ଉଦ୍‌ଘାଟନ ହେବା ସହ ପର୍ବତାରୋହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ପରେ ଅପରାହ୍ନ ୪ଟା ସମୟରେ ବାଜିଚୌକ ଛକରୁ ମଶାଲ ଶୋଭାପାତ୍ରା ଅନୁଷ୍ଠିତ ହେବ । ୧୬ ଏବଂ ୧୭ତାରିଖ ଦୁଇଦିନ ଗୋପବନ୍ଧୁ ଟାଉନ ହଲରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ପ୍ରତ୍ୟେହ ସଂଧ୍ୟାରେ ପୁରସ୍କାର ବିତରଣ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ । ଆପଣ ନିଶ୍ଚିତ ଆସିବେ ଓ ଆମ୍ଭଙ୍କୁ ଉତ୍ସାହିତ କରିବା ହେବେ । ଆପଣଙ୍କ ଅପେକ୍ଷାରେ ।।

ଆପଣଙ୍କର
କପିଳାସ ମହୋତ୍ସବ କମିଟି ଓ
ମାଇକ୍ରୋମିଡ଼ିଆ ଆୱାରନେସ୍
9437197944, 9090060360


କପିଳାସ ମହୋତ୍ସବ ଉପଲକ୍ଷେ ସ୍ୱତନ୍ତ୍ର ରକ୍ତଦାନ ଶିବିର । Blood Donation Camp for Kapilash Festival or Kapilash Mahostav.        ...
08/11/2024

କପିଳାସ ମହୋତ୍ସବ ଉପଲକ୍ଷେ ସ୍ୱତନ୍ତ୍ର ରକ୍ତଦାନ ଶିବିର । Blood Donation Camp for Kapilash Festival or Kapilash Mahostav.
#ସ୍ୱାଗତଂ

Welcome you all !
05/11/2024

Welcome you all !

Address

Dhenkanal
759001

Alerts

Be the first to know and let us send you an email when Kapilash Festival posts news and promotions. Your email address will not be used for any other purpose, and you can unsubscribe at any time.

Share