Udhhar Foundation Organization, Odisha

Udhhar Foundation Organization, Odisha "Udhhar Foundation Trust, Odisha",
Regd No. 40432000652,
Govt.of Odisha Undertaken. Tangi & choud

ଆଜିର ଖବର କାଗଜ ପୃଷ୍ଠା ରୁ.........ଚୌଦ୍ୱାର ଅଞ୍ଚଳ ସାମ୍ବାଦିକ ବଡ଼ଭାଇ ମାନଙ୍କୁ ଅଶେଷ ଧନ୍ୟବାଦ 🙏🏼
05/08/2026

ଆଜିର ଖବର କାଗଜ ପୃଷ୍ଠା ରୁ.........
ଚୌଦ୍ୱାର ଅଞ୍ଚଳ ସାମ୍ବାଦିକ ବଡ଼ଭାଇ ମାନଙ୍କୁ ଅଶେଷ ଧନ୍ୟବାଦ 🙏🏼

 #ଉଦ୍ଧାର_ଫାଉଣ୍ଡେସନ ସଦସ୍ୟ ମାନଙ୍କ ଦ୍ୱାରା ଚୌଦ୍ୱାର ଅଞ୍ଚଳ            ି_ଏମ_କଲୋନୀ ରୁ ଅସହାୟ  #ବୃଦ୍ଧବ୍ୟକ୍ତି ଙ୍କୁ               #ଉ...
04/08/2026

#ଉଦ୍ଧାର_ଫାଉଣ୍ଡେସନ ସଦସ୍ୟ ମାନଙ୍କ ଦ୍ୱାରା ଚୌଦ୍ୱାର ଅଞ୍ଚଳ ି_ଏମ_କଲୋନୀ ରୁ ଅସହାୟ #ବୃଦ୍ଧବ୍ୟକ୍ତି ଙ୍କୁ #ଉଦ୍ଧାର_କରାଯାଇ_ସ୍ବପ୍ନମହଲ_ଆଶ୍ରମ ରେ ରଖାଗଲା

ଉଦ୍ଧାର ଫାଉଣ୍ଡେସନ ସଂଗଠନ ଟିମ ବନ୍ୟା ଅଞ୍ଚଳ ପଡିତ ଙ୍କୁ  ସହାୟତା ପାଈଁ ସଦା ପ୍ରସ୍ତୁତ
29/07/2026

ଉଦ୍ଧାର ଫାଉଣ୍ଡେସନ ସଂଗଠନ ଟିମ ବନ୍ୟା ଅଞ୍ଚଳ ପଡିତ ଙ୍କୁ ସହାୟତା ପାଈଁ ସଦା ପ୍ରସ୍ତୁତ

ଆଜିର ଖବର କାଗଜ ପୃଷ୍ଠା ରୁ..............ଉଦ୍ଧାର ଫାଉଣ୍ଡେସନ ସଦସ୍ୟ ଙ୍କ ଦ୍ୱାରା କାର୍ଗିଲ ବିଜୟ ଦିବସ ପାଳିତ ଚୌଦ୍ୱାର ଅଂଚଳ ବରିଷ୍ଠ ସାମ୍ବ...
27/07/2026

ଆଜିର ଖବର କାଗଜ ପୃଷ୍ଠା ରୁ..............
ଉଦ୍ଧାର ଫାଉଣ୍ଡେସନ ସଦସ୍ୟ ଙ୍କ ଦ୍ୱାରା କାର୍ଗିଲ ବିଜୟ ଦିବସ ପାଳିତ
ଚୌଦ୍ୱାର ଅଂଚଳ ବରିଷ୍ଠ ସାମ୍ବାଦିକ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ

ଆଜି  #କାର୍ଗିଲ_ବିଜୟ_ଦିବସ ପାଳିତ.....ଚୌଦ୍ୱାର ର ପୁଅ କାର୍ଗିଲ ଯୁଧ୍ୟ ସହିଦ ରାଜକିଶୋର ସାହୁ ଙ୍କ  ପ୍ରତିମୂର୍ତ୍ତି ରେ ଶ୍ରଦ୍ଧାଞ୍ଜଳି ଜ୍ଞା...
26/07/2026

ଆଜି #କାର୍ଗିଲ_ବିଜୟ_ଦିବସ ପାଳିତ.....
ଚୌଦ୍ୱାର ର ପୁଅ କାର୍ଗିଲ ଯୁଧ୍ୟ ସହିଦ ରାଜକିଶୋର ସାହୁ ଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଗଲା
ଆୟୋଜକ.. ଉଦ୍ଧାର ଫାଉଣ୍ଡେସନ ସଂଗଠନ, ଚୌଦ୍ୱାର କଟକ

ଆଜି ହଟାତ ପକ୍ଷାଘାତ ରୋଗ ପୀଡିତ ଥିବା ଚୌଦ୍ୱାର ଅଞ୍ଚଳ ର ସମାଜସେବୀ ନିହାର ରାଉତରାୟ ଭାଇ ଙ୍କୁ "ଉଦ୍ଧାର ଫାଉଣ୍ଡେସନ ସଂଗଠନ" ତରଫରୁ ସହାୟତା ପ...
26/07/2026

ଆଜି ହଟାତ ପକ୍ଷାଘାତ ରୋଗ ପୀଡିତ ଥିବା ଚୌଦ୍ୱାର ଅଞ୍ଚଳ ର ସମାଜସେବୀ ନିହାର ରାଉତରାୟ ଭାଇ ଙ୍କୁ "ଉଦ୍ଧାର ଫାଉଣ୍ଡେସନ ସଂଗଠନ" ତରଫରୁ ସହାୟତା ପ୍ରଦାନ

 #ପବିତ୍ର_ବାହୁଡ଼ାଯାତ୍ରା_୨୦୨୬ଉଦ୍ଧାର ଫାଉଣ୍ଡେସନ ସଂଗଠନ ପରିବାର ର ଶୃଙ୍ଖଳା ସେବା କାର୍ଯ୍ୟସ୍ଥାନ.. ଚୌଦ୍ୱାର ଜଗନ୍ନାଥ ପୂଜା କମିଟି
24/07/2026

#ପବିତ୍ର_ବାହୁଡ଼ାଯାତ୍ରା_୨୦୨୬
ଉଦ୍ଧାର ଫାଉଣ୍ଡେସନ ସଂଗଠନ ପରିବାର ର ଶୃଙ୍ଖଳା ସେବା କାର୍ଯ୍ୟ
ସ୍ଥାନ.. ଚୌଦ୍ୱାର ଜଗନ୍ନାଥ ପୂଜା କମିଟି

ଆଜି ଉଦ୍ଧାର ଫାଉଣ୍ଡେସନ ସଂଗଠନ ରେ  ଆଉ ଚୌଦ୍ୱାର ଅଞ୍ଚଳ ର ୨ ଜଣ ଯୁବ ସମାଜସେବୀ ଙ୍କ ଯୋଗଦାନ 💐💐ସମ୍ବର୍ଦ୍ଧନା ମାଧ୍ୟମ ରେ  ପରିବାର କୁ  ସୁ ସ୍...
23/07/2026

ଆଜି ଉଦ୍ଧାର ଫାଉଣ୍ଡେସନ ସଂଗଠନ ରେ ଆଉ ଚୌଦ୍ୱାର ଅଞ୍ଚଳ ର ୨ ଜଣ ଯୁବ ସମାଜସେବୀ ଙ୍କ ଯୋଗଦାନ
💐💐ସମ୍ବର୍ଦ୍ଧନା ମାଧ୍ୟମ ରେ ପରିବାର କୁ ସୁ ସ୍ୱାଗତମ 💐💐

 #ଉଦ୍ଧାର_ଫାଉଣ୍ଡେସନ_ସଂଗଠନ ଜନସାଧାରଣ ଙ୍କ ସେବା ରେ..ପବିତ୍ର  #ରଥଯାତ୍ରା ଉପଲକ୍ଷେ   #ଶୃଙ୍ଖଳା ଦାୟିତ୍ୱ ରେ  ପ୍ରସ୍ତୁତ
15/07/2026

#ଉଦ୍ଧାର_ଫାଉଣ୍ଡେସନ_ସଂଗଠନ ଜନସାଧାରଣ ଙ୍କ ସେବା ରେ..
ପବିତ୍ର #ରଥଯାତ୍ରା ଉପଲକ୍ଷେ #ଶୃଙ୍ଖଳା ଦାୟିତ୍ୱ ରେ ପ୍ରସ୍ତୁତ

ଆଜିର ଖବର କାଗଜ ପୃଷ୍ଠା ରୁ......ଉଦ୍ଧାର ଫାଉଣ୍ଡେସନ ସଂଗଠନ ର ମାସିକ ବୈଠକ
14/07/2026

ଆଜିର ଖବର କାଗଜ ପୃଷ୍ଠା ରୁ......
ଉଦ୍ଧାର ଫାଉଣ୍ଡେସନ ସଂଗଠନ ର ମାସିକ ବୈଠକ

Address

Choudwar
Cuttack
754025

Telephone

+919853853298

Website

Alerts

Be the first to know and let us send you an email when Udhhar Foundation Organization, Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Udhhar Foundation Organization, Odisha:

Shortcuts

Share

Category