18/05/2026
ଶାରଦୀୟ ଦୁର୍ଗା ପୂଜା -୨୦୧୫ ।
"ରକ୍ତବୀଜ ବଧେ ଦେବି ଚଣ୍ଡ ମୁଣ୍ଡ ବିନାଶିନୀ ।
ରୂପଂ ଦେହି ଜୟଂ ଦେହି ଯଶୋ ଦେହି ଦ୍ବିଷୋ ଜହି ||"
ପୁରୁଣା ଭୁବନେଶ୍ୱର ହରଚଣ୍ଡୀ ସାହି ଦୁର୍ଗା ପୂଜା କମିଟି , ଆନୁକୂଲ୍ୟରେ ମା'ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା।
Devi Idol at Harachandi Sahi Durga Puja Committee, during the Autumnal Durga Puja of the year 2015.
#ଭୁବନେଶ୍ବର_ଦଶହରା