02/01/2026
"ମାନବ ସେବା ହିଁ ମାଧବ ସେବା.।"
ପ୍ରାରମ୍ଭ ରୁ ଏଯାବତ୍ ଏ ଉଦ୍ଦେଶ୍ୟ କୁ ସଫଳ କରିବାକୁ ସଦାଚେଷ୍ଟିତ ଥିବା ବେଳେ ଏଥର ମଧ୍ୟ ସମାନ ଢଙ୍ଗ ରେ ,ହେଲେ ନୂତନ ସ୍ଥାନ (ବିଷ୍ଣୁପ୍ରିୟା ବାଳାଶ୍ରମ, ଛେନାପଦି, କେଉଁଝର) ର ଅନ୍ତେବାସୀ ଙ୍କ ସହ ।
ଆଉ ଗାଁ ରେ ,ପୁଣି ନୂଆବର୍ଷ ରେ....
ଏ ବର୍ଷ ର ଶୀତ ଯେଉଁଭଳି , ସେଥିରେ କମ୍ବଳ ବଣ୍ଟନ ନହେଲେ ମନ କୁ ଶାନ୍ତି କେମିତି ବା ମିଳିବ ?
ଏଣୁ ସ୍ଵଳ୍ପ ସମୟ ରେ ବିରାଟ ଅୟୋଜନ କୁ ସଫଳ ରୂପାୟନ କରିବାକୁ ସମସ୍ତେ ପ୍ରାୟ ଏକ ହୋଇଯାଇଥିଲୁ।
ଶେଷରେ ନୂତନ ବର୍ଷ ର ଅଭିନନ୍ଦନ ସହ ଢେର ସାରା ଶୁଭେଚ୍ଛା ଓ ଶୁଭକାମନା ।
PUYC,BANITIA.