05/01/2026
ଶେଷ ହୋଇଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ୭୮ତମ ସଂସ୍କରଣ। ୧୧ ଦିନ ବ୍ୟାପୀ ଚାଲିଥିବା ଏହି ଐତିହାସିକ ଧନୁଯାତ୍ରାକୁ ଭବ୍ୟ ଓ ଅଧିକ ଆକର୍ଷଣୀୟ କରିବା ପାଇଁ ରାଜ୍ୟ ସରକାର ଏବଂ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଥିଲା। ଏହାର ସଫଳ ଆୟୋଜନରେ ସହଯୋଗ କରିଥିବାରୁ ଜିଲ୍ଲାର ଜନପ୍ରତିନିଧି, ସମସ୍ତ କମିଟିର ସଦସ୍ୟ, ପ୍ରଶାସନିକ ଅଧିକାରୀ ଏବଂ ବିଶେଷକରି ବରଗଡ଼ବାସୀଙ୍କୁ ଧନ୍ୟବାଦ।
CMO Odisha, Ministry of Culture, Government of India, Ministry of Tourism, Government of India, Information & Public Relations Department, Government of Odisha, Odia Language Literature & Culture Department, Government of Odisha, Odisha Tourism, District Administration,Bargarh